×

ହାଇ-ଟେକ୍ ହସ୍ପିଟାଲରେ ସିଲିଣ୍ଡର ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ

Oxygen cylinder Blast at Hi-Tech Hospital near Pandra Chowk in Bhubaneswar

Published: 31 Dec 2023 / By: PraGolix
ଭୁବନେଶ୍ୱର ସ୍ଥିତ ପାଣ୍ଡରା ଛକ ନିକଟରେ ଥିବା ହାଇ-ଟେକ୍ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହେତୁ ୪ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବରଣ କରିଥିବା ଭିତରୁ ଜଣେ ହେଲେ ଦିଲ୍ଲୀପ କୁମାର ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଦିଲ୍ଲୀପଙ୍କର ପତ୍ନୀ ସ୍ବାମୀର ମୃତ୍ୟୁ ସହି ନ ପାରି ନିଜେ ଫାଶି ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

- ଭୁବନେଶ୍ୱର: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ
- ହସ୍ପିଟାଲ ପରିସରରେ ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ ସୂଚନା
- ବିସ୍ଫୋରଣରେ ଏକାଧିକ ଆହତ ହୋଇଥିବା ସୂଚନା

ହସ୍ପିଟାଲ ବିଷୟରେ ଅଧିକ ଜାଣିବା ପାଇଁ -
Hospital details

Pandara, Bhubaneswar, Khordha, Odisha (751025)

Free to use tools

Optimize Your Search Experience with Our Powerful Search Tools and Applications

Explore and Search